Jump to content

ଘୋଟା

ଉଇକିଅଭିଧାନ‌ରୁ

ଘୋଟା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୃଷ୍ଟ)

[ସମ୍ପାଦନା]

ଭାଙ୍ଗ ଓ ନାଶ ପ୍ରଭୃତି କୁଣ୍ଡିରେ ବାଡ଼ିଦ୍ୱାରା ଘୋଟିବା; ପେଷିବା ବା ମର୍ଦ୍ଦନ କରିବା — To pound tobacco, bhāng etc in a mortar with the helf of a rod.

ଦେଶଜ - ବିଶେଷଣ -

[ସମ୍ପାଦନା]

ମର୍ଦ୍ଦିତ; ଦଳିତ; ନିଷ୍ପେଷିତ — Pounded; bruised.