Jump to content

ଘୋଟି ରହିବା

ଉଇକିଅଭିଧାନ‌ରୁ

ଘୋଟି ରହିବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - କ୍ରି.

[ସମ୍ପାଦନା]

ଘେରି ରହିବା; ବେଢ଼ି ରହିବା — To envelop; to surround.

କମଳ କୁମୁଦ ଅତିଶୟେ ଫୁଟିଛନ୍ତି କେତେ ତହିଁ ଭ୍ରମର ଘୋଟି ରହିଛନ୍ତି କୃଷ୍ଣସିଂହ. ମହାଭାରତ. ଆଦି