ଘୋଡ଼ଣ
ଦେଖଣା
ଘୋଡ଼ଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଆବରଣ. ପ୍ରା. ଓଢ଼ଣ)
[ସମ୍ପାଦନା]- ୧. ଆଚ୍ଛାଦନ ବସ୍ତ୍ର — ୧. Overcoat; cloak.
- ୨. ଢ଼ାଙ୍କୁଣୀ —୨. Cover; covering; lid.
- ୩. ଓଢ଼ଣା (ଦେଖ) - ୩. Oṟḍẖaṇā (See)
- ୪. ପାଲାକୀ ଆଦି ଉପରେ ଘୋଡ଼ାଇ ଦିଆଯିବା ଖୋଳ; ଘଟାଟପ —୪. A cover for the palki or other conveyance.