Jump to content

ଘୋମଟା ଟାଣିବା

ଉଇକିଅଭିଧାନ‌ରୁ

ଘୋମଟା ଟାଣିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ମେଦିନୀପୁର) କ୍ରି. (ତୁଳ ବଙ୍ଗାଳୀ - ଘୋମଟା ଟାନା)

[ସମ୍ପାଦନା]

ମୁହଁ ଅନ୍ୟ ଲୋକକୁ ଦେଖା ନ ଯିବା ଭଳି ଓଢଣାକୁ ମୁହଁର ସାମନାକୁ ଓଠଆଡ଼କୁ ଟାଣିବା —To draw up the veil over the face.