ଘୋରା

ଉଇକିଅଭିଧାନ‌ରୁ

ଘୋରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଘୋର+ଆ)[ସମ୍ପାଦନା]

ଭୟଙ୍କର ରାତ୍ରି — Terrible night.

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଘୋର+ଆ)[ସମ୍ପାଦନା]

ଘୋରର ସ୍ତ୍ରୀଲିଙ୍ଗ — Feminina of Ghora.

ଦେଶଜ - ବିଶେଷ୍ୟ - (ଘୁର୍ଣ୍ଣ; ଘର୍ଷଣ)[ସମ୍ପାଦନା]

୧. ଘର୍ଷଣ; ଘୋରିବା କର୍ମ — ୧. Act of rubbing into a paste.

(ଯଥା—ଚନ୍ଦନଘୋରା)

୨. ଚୁଲିରେ ବସିଥିବା ଡ଼ାଲି ବା ଖିରି ବା ତିଅଣର ଖଣ୍ଡ଼ଖଣ୍ଡ଼ଆ ଅଂଶକୁ ପାଣିଆ କରିବାପାଇଁ ଅଣକରେ ବା ଘୋରଣାରେ ଘାଣ୍ଟିବା — ୨. To churn boiling dal, curry or gruel with the ladle.
୩. ଘୋରା ହୋଇ ବ୍ୟବହୃତ ହେବା ଔଷଧ — ୩. Medicine which is to be rubbed into a paste before being used.

ଦେଶଜ - ବିଶେଷଣ -[ସମ୍ପାଦନା]

ଘୃଷ୍ଟ; ବଟା ହୋଇଥିବା — Reduced into a paste by rubbing.

ମୋ ଘୋରା ଚନ୍ଦନ ହୋଇବ ଯେବେ ବୋଳି—କୃଷ୍ଣସିଂହ. ମହାଭାରତ. ବନ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ବଟିକା — Pill.