ଘୋରି

ଉଇକିଅଭିଧାନ‌ରୁ

ଘୋରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶିକ - ବିଶେଷ୍ୟ - (ଆରବୀ - ନାମ)[ସମ୍ପାଦନା]

ଭାରତକୁ ଆକ୍ରମଣ କରିଥିବା ଆଫଗାନିସ୍ଥାନରୁ ମୁସଲମାନ ବଂଶବିଶେଷ — Name of family of invaders of India.

[ଦ୍ରଷ୍ଟବ୍ୟ —ଏହି ବଂଶର ମହମ୍ମଦ ଘୋରି ଦ୍ୱାଦଶ ଶତାବ୍ଦୀର ଶେଷ ଭାଗରେ ଭରତ ଆକ୍ରମଣ କରି ଭରତରୁ ହିନ୍ଦୁରାଜ୍ୟ ନିର୍ମୂଳ କରିଥିଲେ]