ଘୋରିଘାରି

ଉଇକିଅଭିଧାନ‌ରୁ

ଘୋରିଘାରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

ଉତ୍ତମରୂପେ ଘର୍ଷଣ କରି — Pounding or pasting well.

ରାମ ନାମ ଖଣ୍ଡ଼କ୍ଷୀରୀ ଘୋରିଘାରି ପି—ଭଜନ