Jump to content

ଘୋଷ

ଉଇକିଅଭିଧାନ‌ରୁ

ଘୋଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଷୂଷ୍ ଧାତୁ=ଶବ୍ଦ କରିବା+ କର୍ତ୍ତୃ. ଅ)[ସମ୍ପାଦନା]

୧. ଗଉଡ଼ ଜାତି —୧. The cowherd caste.
୨. (+ଅଧି. ଅ)—ଆଭୀରପଲ୍ଲୀ; ଗଉଡ଼ଙ୍କ ବାସସ୍ଥାନ; ଗଉଡ଼ସାହି —୨. A village of cowherds.
୩. (+କର୍ମ. ଅ)—ଘୋଘୋ —୩. Noise; din.
୪. ଉଚ୍ଚଧ୍ୱନି; ଚିତ୍କାର — ୪. Loud sound; exclamation; shout.
୫. ମେଘଧ୍ୱନି —୫. Thundering sound of clouds.
୬. ଗର୍ଜନ —୬. Roar.
୭. କଂସା —୭. Bell-metal.
୮. ମଶା —୮. Mosquito.
୯. ଗୋଶାଳା(ହିନ୍ଦୀ - ଶବ୍ଦସାଗର) —୯. Cowshed.
୧. ତଟ; କିନାରା (ହିନ୍ଦୀ - ଶବ୍ଦସାଗର) —୧୦. Edge; bank.
୧୧. ଈଶାନ୍ କୋଣର ଦେଶବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୧. Name of a country in the south-east.
୧୨. ତାଳର ୬ ମୁଖ୍ୟ ଭେଦରୁ ଏକ (ହିନ୍ଦୀ - ଶବ୍ଦସାଗର) — ୧୨. One of the ୬୦ modes in Hindu music.
୧୩. (ବ୍ୟାକରଣ) ଧ୍ୱନି ବା ଅକ୍ଷରମାନଙ୍କ ଉଚ୍ଚାରଣର ୧୧:ଟି ବାହ୍ୟ ପ୍ରଯତ୍ନ ମଧ୍ୟରୁ ଏକ (ହିନ୍ଦୀ - ଶବ୍ଦସାଗର) — ୧୩. (Grammar) Grave sound in the pronunciation of some letters.

[ଦ୍ରଷ୍ଟବ୍ୟ —ଗ,ଘ; ଜ, ଝ; ଡ଼, ଢ; ଦ, ଧ; ବ, ଭ; ଙ, ଞ, ଣ, ନ, ମ; ୟ, ର, ବ ଓ ହ ଓ ଏହି ବର୍ଣ୍ଣମାନେ ଘୋଷବର୍ଣ୍ଣ ଅଟନ୍ତି (ହିନ୍ଦୀ - ଶବ୍ଦସାଗର)]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବଙ୍ଗାଳି କାୟସ୍ଥ ଓ ଗଉଡ଼ଙ୍କ ବଂଶୋପାଧିବିଶେଷ — A family surname of a clan of Bengalee Kāyasthas and cowherds.