ଘୋଷଘୋଷି

ଉଇକିଅଭିଧାନ‌ରୁ

ଘୋଷଘୋଷି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ଘୋଷିବା ଓ ଧ୍ୱନ୍ୟନୁକାରୀ ଅନର୍ଥକ ସହଚର ଘାଷିବା କ୍ରିୟାଦ୍ୱାରା ଅସମାପିକା ରୂପ)[ସମ୍ପାଦନା]

ଉତ୍ତମ— ରୂପେ ବହୁବାର ଆବୃତ୍ତିପୂର୍ବକ — After repeated recitals.

(ଯଥା—ମୁଁ ଆଜିର ପଢ଼ାକୁ ଘରୁ ଘୋଷିଘଷି ଆୟତ୍ତ କରିଛି)