ଘୋସ୍

ଉଇକିଅଭିଧାନ‌ରୁ

ଘୋସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଗୁସ୍ତ)[ସମ୍ପାଦନା]

ଖାଦ୍ୟାର୍ଥ ବ୍ୟବହୃତ ଜୀବମାଂସ — Animal-meat used for food.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁହ୍ୟାଶୟ)[ସମ୍ପାଦନା]

୧. ଫତ୍କୋଚ; ଲାଞ୍ଚ —୧. Bribe.
୨. (ଜାହାଜିଆ ଶବ୍ଦ) ଉପରେ ଦିଗ — ୨. (nautical) Upside; the upper side.

ଦେଶଜ - ଅ. (ଜାହାଜିଆ ଶବ୍ଦ)[ସମ୍ପାଦନା]

(ପାଲଟଣା ଡଙ୍ଗା ବା ଜାହାଜରେ ପାଲକୁ ଉପରକୁ ଟାଣି ଦେବାର ଆବଶ୍ୟକ ହେଲେ ନାହୁରି ମାନେ ଏ ଶବ୍ଦ ବ୍ୟବହାର କରନ୍ତି) ପାଲକୁ ଉପରକୁ ଟାଣି ନିଅ — (nautical) Draw the sail upwards.