ଘୋସ୍
ଦେଖଣା
ଘୋସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଗୁସ୍ତ)
[ସମ୍ପାଦନା]ଖାଦ୍ୟାର୍ଥ ବ୍ୟବହୃତ ଜୀବମାଂସ — Animal-meat used for food.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁହ୍ୟାଶୟ)
[ସମ୍ପାଦନା]- ୧. ଫତ୍କୋଚ; ଲାଞ୍ଚ —୧. Bribe.
- ୨. (ଜାହାଜିଆ ଶବ୍ଦ) ଉପରେ ଦିଗ — ୨. (nautical) Upside; the upper side.
ଦେଶଜ - ଅ. (ଜାହାଜିଆ ଶବ୍ଦ)
[ସମ୍ପାଦନା](ପାଲଟଣା ଡଙ୍ଗା ବା ଜାହାଜରେ ପାଲକୁ ଉପରକୁ ଟାଣି ଦେବାର ଆବଶ୍ୟକ ହେଲେ ନାହୁରି ମାନେ ଏ ଶବ୍ଦ ବ୍ୟବହାର କରନ୍ତି) ପାଲକୁ ଉପରକୁ ଟାଣି ନିଅ — (nautical) Draw the sail upwards.