Jump to content

ଘୋ ଶବଦ

ଉଇକିଅଭିଧାନ‌ରୁ

ଘୋ ଶବଦ

ଉଚ୍ଚାରଣ

[ସମ୍ପାଦନା]
(file)

ଗ୍ରାମ୍ୟ - ବିଶେଷ୍ୟ - (ଘୋ=ଅନୁକାର ଧ୍ୱନି+ସଂସ୍କୃତ - ଶବ୍ଦ)

[ସମ୍ପାଦନା]

ଘୋଘୋ; ଗୋଳମାଳ ଧ୍ୱନି; ବହୁଲକଙ୍କର ମିଳିତ ଉଚ୍ଚ ଧ୍ୱନି —A hue and cry; uproar; a confused din.