ଚଅଁରିବା
ଦେଖଣା
ଚଅଁରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରି. (ସଂସ୍କୃତ - ଚମରରୁ ଓଡ଼ିଆ ନାମଧାତୁ)
[ସମ୍ପାଦନା]- ୧. ଚଅଁର କାଢ଼ିବା (ଦେଖ) - ୧. Cha-añra khāṟḍ̠ẖibā (See)
- ୨. (କୌଣସି ଭଙ୍ଗପ୍ରବଣ ପଦାର୍ଥ) ଫାଟିଯିବାର ପୂର୍ବାଭାସ ପ୍ରକାଶ କରିବା —୨. To crack; to indicate signs of becoming cracked (said of any fragile thing.)