ଚଇଁ
୧. ଶିଖା, ଚୁଟି, ଲଣ୍ଡା ହେବା ବେଳେ ମୁଣ୍ଡରେ ଛଡ଼ାଯିବା କେଶଗୁଚ୍ଛ (ଧାର୍ମିକ ହିନ୍ଦୁମାନଙ୍କ ଭିତରେ ପ୍ରଧାନ,ମୂଖ୍ୟତଃ ବୈଷ୍ଣବ) - a tuft of thick hair on the head of religious Hindus, mainly Vaishnavas
୨. ଚଇ (ଦେଖ) - Chai (See)