Jump to content

ଚଇତ

ଉଇକିଅଭିଧାନ‌ରୁ

ଚଇତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଚୈତ୍ୟ)

[ସମ୍ପାଦନା]

ଚୈତ୍ରମାସ; ବସନ୍ତ ଋତୁର ଦ୍ୱିତୀୟ ବା ଶେଷ ମାସ — The month of Ch&aline;i̱tra (March-April)

ଚଇତ ମାସରେ ରାଧାମାଘବ ସୁମରି ବୃନ୍ଦାବନେ ପଶିଣ ଲୋଡ଼ଇ ଅନୁସରି ପ୍ରାଚୀ. ରହସ୍ୟମଞ୍ଜରୀ