ଚଇତନିଆଁ
ଦେଖଣା
ଚଇତନିଆଁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚୈତ୍ରକାଳୀନ ଦାବାଗ୍ନି — ୧. Fire breaking out in forests in the month of Ch&aline;itra.
- ୨. ଚୈତ୍ରନ୍ୟଭକ୍ତ; ବୈଷ୍ଣବ —୨. B&aline;i̱shṅabas.
ବନ ନାଶ କରେ ଚଇତ ନିଆଁ ବର୍ଣ୍ଣ ନାଶ କରେ ଚଇତନିଆଁ—କବିସୂର୍ଯ୍ୟ
- ୩. ଚୈତନ୍ୟ ନାମକ ବ୍ୟକ୍ତିର ଅନାଦରବ୍ୟଞ୍ଜକ ଡାକନାମ — ୩. Name for calling Ch&aline;i̱tanya.