Jump to content

ଚଉଁରିବା

ଉଇକିଅଭିଧାନ‌ରୁ

ଚଉଁରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି—(ସଂସ୍କୃତ - ଚମର)

[ସମ୍ପାଦନା]

ପୁଷ୍ପଗୁଚ୍ଛ ବିକଶିତ ହେବା — To blossom in clusters.

କୁରୁବେଲି ଚଉଁରିଲେ ଅତି ଉଗ୍ର ଗନ୍ଧ—ପ୍ରାଚୀ. ରହସ୍ୟମଞ୍ଜରୀ