Jump to content

ଚଉଁରୀ (ଇତ୍ୟାଦି)

ଉଇକିଅଭିଧାନ‌ରୁ

ଚଉଁରୀ (ଇତ୍ୟାଦି)

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚଉରୀ ଇତ୍ୟାଦି (ଦେଖ) - Chaurī etc (See)

ବନ୍ଧନେ କବରୀ କରନ୍ତି ଚଉଁରୀ ଏ ଚାରୁ ଚାମର—ଭଞ୍ଜ ବୈଦେହୀଶବିଳାସ ନିଜ ଚଉଁରୀକି ଘେନିଗଲେ ତାର ହସ୍ତ ଧରି ମହାଦରେ—ରାଧାନାଥ ପାର୍ବତୀ