ଚଉଆ

ଉଇକିଅଭିଧାନ‌ରୁ

ଚଉଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଅଳତି; ଶିଶୁମାନଙ୍କ ମୁହଁରେ ଓ ଦେହରେ ହେବା ଚକାଚକା ନାଲିମନ୍ଦା (ରୋଗ) — A kind of red round eruption in patches on the body of infants.

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍ଥୀ)[ସମ୍ପାଦନା]

ଚତୁର୍ଥ —Fourth.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ଗୋରୁଙ୍କ ରୋଗବିଶେଷ — A cattle-disease.