ଚଉଆ
ଦେଖଣା
ଚଉଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅଳତି; ଶିଶୁମାନଙ୍କ ମୁହଁରେ ଓ ଦେହରେ ହେବା ଚକାଚକା ନାଲିମନ୍ଦା (ରୋଗ) — A kind of red round eruption in patches on the body of infants.
ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍ଥୀ)
[ସମ୍ପାଦନା]ଚତୁର୍ଥ —Fourth.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ଗୋରୁଙ୍କ ରୋଗବିଶେଷ — A cattle-disease.