ଚଉକଠ

ଉଇକିଅଭିଧାନ‌ରୁ

ଚଉକଠ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍କାଷ୍ଠ; ପ୍ରା. ଚୌକାଟ୍ଠ)[ସମ୍ପାଦନା]

ଘରର ଦୁଆର— ମୁହଁରେ ବା ଝରକାରେ ଲାଗିଥିବା ଫରମା, ଯହିଁରେ କବାଟ ଲାଗେ —Doo-frame, casement of a door orr window.