Jump to content

ଚଉକତି

ଉଇକିଅଭିଧାନ‌ରୁ

ଚଉକତି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚାରିଦିଗ; ଚାରିପାଖ — Four sides.

କେ ବାରନାରୀ ପୂରୂ ପ୍ରସରି ଚଉକତିକି ଚାହିଁ ଦୀନକୃଷ୍ଣ ରସକଲ୍ଲୋଳ

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଚାରିପାଖେ —On all sides.

ବେଢ଼ିଛନ୍ତି ଚଉକତି ଯୃଥପତି କି ଆଜ୍ଞା ଦେବେ ସମ୍ରାଟ ଭଞ୍ଜ, ବୈଦେହୀଶବିଶଆସ