ଚଉକା
ଦେଖଣା
ଚଉକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍କ; ପ୍ରା. ଚଉକ୍କା)
[ସମ୍ପାଦନା]- ୧. ଜଳସଂଗ୍ରହାଥ ଗଡ଼ିଆ ବା ଗର୍ତ୍ତ —୧. A square excavation of water; a small hole dug in the ground for water to ooze and accumulate.
- ୨. ଗଞ୍ଜପା ଓ ତାସ ଖେଳରେ ୪ ଗୋଟି ଟିପ ଥିବା ସାର — ୨. The playing-card having four tips on it.
- ୩. ପାକ ପୂର୍ବରୁ ଲିପାପୋଛା ହୋଇଥିବା ଚୁଲିର ଚାରି ପାଖ ଓ ନିକଟବର୍ତ୍ତୀ ନିର୍ଦ୍ଦିଷ୍ଟ ସ୍ଥାନ — ୩. Space near about an oven marked out, cleaned and washed with cowdung-water before cooking.
[ଦ୍ରଷ୍ଟବ୍ୟ —ପଶ୍ଚିମା ଓ ମାରବାଡ଼ିମାନେ ଚୁଲିର ଚାରି ପାଖର ନିର୍ଦ୍ଦିଷ୍ଟ ସ୍ଥାନ ଲିପାପୋଛା କରି ସେହି ସୀମା ମଧ୍ୟରେ ନିଜେ ନିଜେ ରୋଷେଇ କରନ୍ତି ଓ ଭୋଜନ କରନ୍ତି ଅନ୍ୟ କେହି ସେହି ସୀମା ମଧ୍ୟକୁ ପଶି ଗଲେ ସମସ୍ତ ଖାଦ୍ୟ ଅପବିତ୍ର ହୋଇଯାଏ]