Jump to content

ଚଉକିଦାର

ଉଇକିଅଭିଧାନ‌ରୁ

ଚଉକିଦାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍କ+ ଫାରାସୀ - ପ୍ରତ୍ୟୟ. ଦାର୍)

[ସମ୍ପାଦନା]

ଗ୍ରାମ ବା ଗୃହରକ୍ଷକ; ପହରାବାଲା —Watchman; village-chowkidar.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଇଂରାଜୀଭାଷାରେ ବ୍ୟବହୃତ ହେଲାଣି]