ଚଉକିଦାର ପରେଟ୍

ଉଇକିଅଭିଧାନ‌ରୁ

ଚଉକିଦାର ପରେଟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ଚଉକିଦାର୍+ ଇଂରାଜୀ - ପାରେଡ଼୍)[ସମ୍ପାଦନା]

ଚଉକିଦାରମାନଙ୍କର ପ୍ରେସିଡ଼େଣ୍ଟ ଓ ଥାନା ହାକିମଙ୍କ ନିକଟରେ ସପ୍ତାହାର ବା ପକ୍ଷର ନିର୍ଦ୍ଦିଷ୍ଟ ଦିନରେ ଗ୍ରାମରେ ଘଟିଥିବା ବିଶିଷ୍ଟ ସମ୍ୱାଦ ଦେବାରରୂପ କର୍ମ —Chowkidar's parade held weekly or fortnightly at the police station and before the President of the chowkidari union respectively.