ଚଉଖୁଣ୍ଟିଆ
ଦେଖଣା
ଚଉଖୁଣ୍ଟିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚଉଖୁଣ୍ଟିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚାରି ଗୋଟି ଖୁଣ୍ଟବିଶିଷ୍ଟ — ୧. Having four pillars to support it.
- ୨. ଚତୁଷ୍ପୋଣ; ଚାରିକୋଣିଆ — ୨. Quadrangular.
- ୩. ସମଚତୁଷ୍କୋଣ —୩. Square.
ଚଉଖୁଣ୍ଟିଆ ସେ ପୁର ହୋଇଛି ନିର୍ମାଣ ପ୍ରାଚୀ ବ୍ରହ୍ମନିରୂପଣ ଗୀତା