ଚଉଠା

ଉଇକିଅଭିଧାନ‌ରୁ

ଚଉଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚତୁର୍ଥ, ପ୍ରା. ଚଉଟ୍ଠ)[ସମ୍ପାଦନା]

୧. ଚଉଠ (ଦେଖ) - ୧. Chauṭha (See)
୨. (ମାସର) ୪ର୍ଥ ଦିବସ ବା ତାରିଖ — ୨. The ୪th day (of a month).

ଦେଶଜ - ବିଶେଷଣ -[ସମ୍ପାଦନା]

ଚତୁର୍ଥ —Fourth.