ଚଉଠି
ଦେଖଣା
ଚଉଠି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଥୀ; ପ୍ରା. ଚଉଟ୍ଠି)
[ସମ୍ପାଦନା]- ୧. ଚାନ୍ଦ୍ରମାନ ପକ୍ଷର ଚତୁର୍ଥୀ ତିଥି —୧. The fourth day of a lunar fortnight.
- ୨. ଶିଶୁଜନ୍ମର ଚତୁର୍ଥ ଦିବସର କୃତ୍ୟ — ୨. Ceremony performed on the fourth day of a child's birth.
- ୩. ବିବାହର ଚତୁର୍ଥ ଦିବସ ଓ ସେଦିନ କର୍ତ୍ତବ୍ୟ ଉତ୍ସବାଦି —୩. The fourth day after marriage and the ceremony thereof.
ବରବର୍ଣ୍ଣିନୀ ବରଙ୍କ ଚଉଠି ଉତ୍ସବ ଭଞ୍ଜ. ବୈଦେହୀଶବିଳାସ
[ଦ୍ରଷ୍ଟବ୍ୟ —ଚଉଠି ଦିନ ବରକନ୍ୟା ଏକାସନରେ ବସି ବର ହୋମ କରନ୍ତି, ବର ଓ କନ୍ୟା ଦୁହେଁ କାଠିର ମୁକୁଟ ପିନ୍ଧନ୍ତି ଓ ଏକତ୍ର ନିକଟବର୍ତ୍ତୀ କୌଣସି ଜଳାଶୟକୁ ଯାଇ ସେଠାରେ ସ୍ନାନ କରନ୍ତି]
- ୪. ମାସର ଚତୁର୍ଥ ଦିବସ — ୪. Fourth day of the month.