ଚଉଡ଼ା
ଦେଖଣା
ଚଉଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଲମ୍ୱା—ବିପରୀତ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚର୍ପଟ= ବିପୁଳ, ସଂସ୍କୃତ - ଚିର୍ବଟ= ଚେପଟା)
[ସମ୍ପାଦନା]ପ୍ରସ୍ଥ; ଫରଚା, ଆଡ଼ — Breadth; width.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଫରଚା; ବିସ୍ତୀର୍ଣ୍ଣ — ୧. Wide; extensive.
ସକଳ ବଖୁରି ଭୂମି ହୋଇଛି ଚଉଡ଼ା ପ୍ରାଚୀ. ବ୍ରହ୍ମନିରୂପଣଗୀତା
- ୨. ପ୍ରସ୍ଥଯୁକ୍ତ; ପ୍ରଶସ୍ତ —୨. Broad.