ଚଉତ
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍ପୁଟ —M.W.)—
(ଲୁଗାଆଦିର) ଚାରିଭଙ୍ଗ —Folding into four folds.
ଚାରିଭାଙ୍ଗରେ ଭଙ୍ଗା ବା ସଜ୍ଜିତ ହୋଇ— ଥିବା (ଲୁଗା) —Four folded; quadrupled; folded into four; having four folds.