Jump to content

ଚଉତାରା

ଉଇକିଅଭିଧାନ‌ରୁ

ଚଉତାରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଚତ୍ୱର)—ଚଉତରା (ଦେଖ) - ୧. Chautarā (See)
୨. (ସଂସ୍କୃତ - ଚତୁସ୍+ ତନ୍ତ୍ର) ଚାରି ତାର ଲାଗିଥିବା ତନ୍ତ୍ରୀ — ୨. A four-stringed musical instruments.