Jump to content

ଚଉତା ଚଉତି

ଉଇକିଅଭିଧାନ‌ରୁ

ଚଉତା ଚଉତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍ପଟ)

[ସମ୍ପାଦନା]

(ଲୁଗାକୁ) ଚାରିଭାଙ୍ଗରେ ଉତ୍ତମରୂପେ ଭାଙ୍ଗିବା — Folding (cloth) into four folds.

ଦେଶଜ - ବିଶେଷଣ -

[ସମ୍ପାଦନା]

ଚାରିଭାଙ୍ଗ ହୋଇ ଉତ୍ତମରୂପେ ଭଙ୍ଗା ହୋଇଥିବା — Nicely folded into four.