ଚଉଦିଗ
ଦେଖଣା
ଚଉଦିଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଦ୍ଦିକ୍)
[ସମ୍ପାଦନା]ଚାରିଆଡ଼ (ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ) —Four corners of the globe; four points of the compass.
ଚଉଦିଗ ଘୋଟିଥିଲା ଅନ୍ଧକାର ନୀରବ ନିଶ୍ଚଳ ଥିଲା ଏ ସଂସ୍କାର—ମଧୂସୂଦନ. ଛାନ୍ଦମାଳା
କ୍ରି. ବିଂ
[ସମ୍ପାଦନା]ସବୁଆଡ଼େ —On all sides.