ଚଉଦିଗା

ଉଇକିଅଭିଧାନ‌ରୁ

ଚଉଦିଗା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍ଦ୍ଦିକ୍)[ସମ୍ପାଦନା]

ଚତୁର୍ଦ୍ଦିଗ ଘେରିଥିବା; ଚତୁର୍ଦ୍ଦିଗ୍ୱ୍ୟାପୀ — Surrounding on all sides.

(ଯଥା—ଏଥର ଓଡ଼ିଶାରେ ଚଉଦିଗା ବରଷା ହୋଇଅଛି)

ଦେଶଜ - ଅ[ସମ୍ପାଦନା]

ଚାରିଆଡ଼େ; ସବୁଆଡ଼େ — On all sides.