ଚଉଧୁରୀ

ଉଇକିଅଭିଧାନ‌ରୁ

ଚଉଧୁରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଚଉଧୁରାଣୀ, ଚଉଧୁରିଆଣୀସ୍ତ୍ରୀ

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଚତୁର୍ଧୁରୀ କିମ୍ୱାସଂସ୍କୃତ - ଚତୁର୍= ତକିଆ+ ଧୃ ଧାତୁ; ଯେ ସର୍ବଦା ତକିଆକୁ ଆଉଜି ବସିଥାଏ)[ସମ୍ପାଦନା]

୧. ଜାତି ଓ ବ୍ୟବସାୟୀଙ୍କ ମଧ୍ୟରେ ପ୍ରଧାନ ବ୍ୟକ୍ତିଙ୍କ ଉପାଧି —Surname-of the headman of a caste or trade.
୨. ଓଡ଼ିଆ ଜମିଦାରମାନଙ୍କ ସମ୍ମାନସୂଚକ ଉପାଧିବିଶେଷ —୨. An honorific title; a surname of distinction amongst the Oria Zamindars.

[ଦ୍ରଷ୍ଟବ୍ୟ —ଏହା ନାମ ପୂର୍ବରେ ଲାଗେ; ଯଥା—ଭେଡ଼ାର ଜମିଦାର ଚଉଧୂରୀ ରାଧାନାଥ ମିଶ୍ର ଏଥିର ସାଙ୍କେତିକ 'ଚୌ' କିମ୍ୱା 'ଚ']

୩. ମୁସଲମାନ୍ ଅଧିକାର କାଳରେ ତାଲୁକାର ପ୍ରଧାନ କର୍ମଚାରୀ —୩. The name of the chief revenue-officer of a Tālukā under the Mohomedan rule.
୪. (ସ୍ଥୂଳକାୟ ବ୍ୟକ୍ତି ପ୍ରତି ବିଦ୍ରୂପରେ ପ୍ରଯୁଜ୍ୟ) ସ୍ଥୂଳକାୟ ବ୍ୟ୍ୟକ୍ତି —୪. (witticism) A pot-bellied or fat man.