ଚଉପଟ
ଦେଖଣା
ଚଉପଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚାରିଆଡ଼; ଚାରିପାଖ — ୧. Four sides; all sides.
- ୨. ଯେଉଁ ମୁଣ୍ଡିକାଠରୁ ପଳଖା ବାହାର କାରଯାଇ ତାକୁ ଚାରିଅଂଶିଆ କରାଯାଇ ଅଛି — ୨. A four-sided log of wood from the sides of which the unsubstantial portions have been sawn or scraped off.
- ୩. ଏକପ୍ରକାର ପଶା ଖେଳ — ୩. A kind of game of dice.
- ୪. ସର୍ବନାଶ —୪. Ruin.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚାରିଆଡ଼େ଼ ଖୋଲା — ୧. Open on all sides.
- ୨. ଅରକ୍ଷିତ —୨. Unprotected.