ଚଉପଠି
ଦେଖଣା
ଚଉପଠି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସଂସ୍କୃତ - (ସଂସ୍କୃତ - ଚତୁର୍ ଓ ପୃଷ୍ଠା)
[ସମ୍ପାଦନା]- ୧. କୌଣସି ଘନ ପଦାର୍ଥ ଚାରି ପାର୍ଶ୍ୱ ବା ତଳ — ୧. The four surfaces or sides of a solid thing.
- ୨. କୌଣସି ସ୍ଥାନର ଚାରିଆଡ଼; ଚାରିଦିଗ — ୨. The four sides of a place.
ପୋଷାକ ପିନ୍ଧି ଉଆସ ଚଉପିଠି ବଗିଚା ଆଉ ଆଗଦାଣ୍ଡରେ ପ୍ରାତର୍ଭମଣ କରି ଆସନ୍ତି ଫକୀରମୋହନ ଗଳ୍ପସ୍ୱଳ୍ପ