Jump to content

ଚଉପାଟି

ଉଇକିଅଭିଧାନ‌ରୁ

ଚଉପାଟି

ଉଚ୍ଚାରଣ

[ସମ୍ପାଦନା]

(ଚଉପାଟିଆ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍ପୁଟ)

[ସମ୍ପାଦନା]

ଗୋଲ ନ ହୋଇ ଚାରିପାଖ ସମାନ ଭାବରେ ତଞ୍ଛା ହୋଇଥିବା କାଷ୍ଠଖଣ୍ଡ — A square log of wood or timber.

ଦେଶଜ - ବିଶେଷଣ -

[ସମ୍ପାଦନା]

ଚତୁରସ୍ର —Four-sided; quadrangular.