Jump to content

ଚଉପାୟା

ଉଇକିଅଭିଧାନ‌ରୁ

ଚଉପାୟା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଚଉପାହିଆ; ଚଉପାହ୍ୟା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍ପାଦ; ଚତୁଷ୍ପଦ)

[ସମ୍ପାଦନା]

ଚାରିଗୋଡ଼ିଆ ଛୋଟ ହାଲୁକା ଖଟ; ଖଟିଆ — A small portable bedstead with four legs.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯାହାର ଚାରିଟି ଗୋଡ଼ ଅଛି —Forur-legged.