ଚଉପିଠି ଖରଚ

ଉଇକିଅଭିଧାନ‌ରୁ

ଚଉପିଠି ଖରଚ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ପ୍ରଥମ ପକ୍ଷର ଯିବା ଏକପିଠି ଆସିବା ଏକ ପିଠି, ୨ୟ ପକ୍ଷର ଯିବା ଏକ ପିଠି ଓ ଆସିବା ଏକ ପିଠି, ଏପରି ୪ପିଠି ବା ଥର)[ସମ୍ପାଦନା]

ବିବାହ ଓ ମକଦମା ଆଦି ଉପଲକ୍ଷେ ଉଭୟ ଯିବାର ଓ ଆସିବାର ସମସ୍ତ ଖରଚ —All the expenses of both parties for coming and going; entire travelling expenses of the two parties (in a case or marriage).