ଚଉଫେରୀ

ଉଇକିଅଭିଧାନ‌ରୁ

ଚଉଫେରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଃ+ପ୍ରତ୍ୟାଗମନ)[ସମ୍ପାଦନା]

ମନ୍ଦିର ବା ଦେବ ବିଗ୍ରହଙ୍କର ଚାରିପାଖ ବୁଲିଆସିବା; ପରିକ୍ରମା — Going round a temple or idol; circumambulation.