ଚଉବର୍ଷ

ଉଇକିଅଭିଧାନ‌ରୁ

ଚଉବର୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ବର୍ଷ)[ସମ୍ପାଦନା]

ମୃତ୍ୱୁର ଚତୁର୍ଥ ବର୍ଷରେ ଯେ ଶ୍ରାଦ୍ଧ ଓ ଦାନପୁଣ୍ୟ ଆଦି ଧର୍ମଶାସ୍ତ୍ରର ନିୟମ ଅନୁସାରେ ଅନୁଷ୍ଠିତ ହୁଏ —An obsequal rote performed on the ୪th anniversary of the death of a person.