ଚଉବାହା

ଉଇକିଅଭିଧାନ‌ରୁ

ଚଉବାହା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚଉବାହୁ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍ବାହୁ)[ସମ୍ପାଦନା]

ଚତୁର୍ଭୁଜବିଶିଷ୍ଟ — Having four arms

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶ୍ରୀ ଜଗନ୍ନାଥ; ବିଷ୍ଣୁ — God Jagannātha; Bishṅu.

ମୋ ବୁଦ୍ଧିରେ ତୁମ୍ଭଙ୍କୁ କେହି ଚଉବାହା, ଜଣିକରି ଭଳିବି କହ ମତେ ତାହା କୃଷ୍ଣସିଂହ. ମହାଭାରତ. ସଭା