ଚଉରଙ୍ଗୀ

ଉଇକିଅଭିଧାନ‌ରୁ

ଚଉରଙ୍ଗୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ଚତୁରଙ୍ଗ)[ସମ୍ପାଦନା]

୧. ଏକପ୍ରକାର ଖେଳ — ୧. A kind of game.
୨. ଛକରାସ୍ତା — ୨. A place where four roads meet.
୩. ଏକ ପ୍ରକାର ବାତ ଯାହା ସମସ୍ତ ଅଙ୍ଗକୁ ଅବଶ କରେ — ୩. Complete paralysis; acute rheumatism.
୪. ଚତୁରଙ୍ଗବଳ — ୪. Army consisting of four divisions (cars, elephants, cavalry and infantry).