ଚଉରସ୍
ଦେଖଣା
ଚଉରସ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଚତୁରସ୍ର=ଚତୁଷ୍କୋଣ)
[ସମ୍ପାଦନା]- ୧. ବର୍ଗ (କ୍ଷେତ୍ର); ଯାହାର ଚାରିବାହୁ ସମାନ — ୧. Square.
- ୨. ଚାରିଆଡ଼ରେ ସମପରିମିତ — ୨. Even; equally or evenly distributed.
- ୩. ଭଲ; ସମ୍ପୁର୍ଣ୍ଣ; ଷୋଳପଣୀ — ୩. Full; abundant.
(ଯଥା—ଏ ବର୍ଷ ଚାରିଆଡ଼େ ଚଉରସ୍ ଫସଲ ହୋଇଅଛି; ଚଉରସ ଭୋଜନ)
(ଚଉରସିଆ—ଅନ୍ୟରୂପ)
- ୪. ସମତଳ; ସମତୁଲ — ୪. Level; flat; even; smooth.
- ୫. ଶକ୍ତ;ମଜଭୁତ୍ —୫. Strong; firm.
- ୬. (ଥଟାରୀଙ୍କ ବ୍ୟବହୃତ ଶଦ୍ଦ) କଂସା ଆଦି ବାସନକୁ ରାମ୍ପି ପାଲିସ କରିବାପାଇଁ ବ୍ୟବହୃତ ହତିଆର — ୬. A scraper used by braziers to scrape and polish utensils.
- ୭. ଖିବ୍ —୭. Excessive.
(ଯଥା—ଚଉରସ ମାଡ଼, ଚଉରସ ସୋଧନ)
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଚରସ୍ (ଦେଖ) - Charas (See)