Jump to content

ଚଉରୀ ଭୁଣ୍ଡି

ଉଇକିଅଭିଧାନ‌ରୁ

ଚଉରୀ ଭୁଣ୍ଡି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚଉରିର ଗୁଚ୍ଛର ମୂଳଗଣ୍ଠି ଉପରେ ଜଉଦ୍ୱାରା ଦୃଢ଼ ହୋଇ ବସା ଯାଇଥିବା ପାତ୍ରାକୃତି ଅଳଙ୍କାର ବିଶେଷ —A cup-shaped ornament for the hair into which a bunch of Chauri is firmly attached with wax.