Jump to content

ଚଉଶିଙ୍ଗା

ଉଇକିଅଭିଧାନ‌ରୁ

ଚଉଶିଙ୍ଗା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଚଉଶିଂଘା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଃ ଶୃଙ୍ଗ)

[ସମ୍ପାଦନା]

କୋଟରା ମୃଗ, ଚାରିଶୃଙ୍ଗବିଶିଷ୍ଟ କୃଷ୍ଣସାର ମୃଗ— ବିଶେଷ —The four-horned antelope; Zetracerus Quadricornis.

[ ଦ୍ର—ଏହାର ବର୍ଣ୍ଣ ଖଇରା, ଲୋମ କର୍କଶ, ଆକାର ଛୋଟ ଓ ପୁଚ୍ଛ ହ୍ରସ୍କ; ଅଣ୍ଡିରା ମୃଗର ୪/୫: ଅଙ୍ଗୁଳ ଲମ୍ୱର ଚାରି ଗୋଟି ଶିଙ୍ଗ ହୁଏ; ମାସଂ ସୁସ୍ୱାଦୁ—ଯୋଗେଳଶଚନ୍ଦ୍ର]

ଦେଶଜ - ବିଶେଷଣ -

[ସମ୍ପାଦନା]

ଚାରି ଗୋଟି ଶୃଙ୍ଗବିଶିଷ୍ଟ — Four-horned.