ଚଉସମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଚଉସମ: ଚାରିଗୋଟି ସୁଗନ୍ଧ ଦ୍ରବ୍ୟ(ଚନ୍ଦନ,ଅଗୁରୁ,କସ୍ତୁରୀ,କୁଙ୍କୁମ)ର ମିଶ୍ରଣଚଉସମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଚତୁଃସମ)[ସମ୍ପାଦନା]

୧. ଚାରିଗୋଟି ସୁଗନ୍ଧ ଦ୍ରବ୍ୟର ସମାହାର [ ଚନ୍ଦନ; ଅଗୁରୁ (ମତାନ୍ତରରେ କର୍ପୂର) କସ୍ତୁରି ଓ କୁଙ୍କୁମ] —୧. Aggregate of ୪ scents used as a paste for the body (sandal, bdellium or camphor, musk and saffron).
୨. ଚାରିଗୋଟି ଶ୍ଳେଷ୍ମା ନିବାରକ ଓଷଧ ଦ୍ରବ୍ୟର ଚୂର୍ଣ୍ଣ — ୨. Powder of ୪ drugs for cold.

[ଦ୍ରଷ୍ଟବ୍ୟ —ଶୁଣ୍ଠି, ପିପ୍ପଳି, ମରିଚ ଓ ବଚ ଚୂରା ହୋଇ ଏହା ପ୍ରସ୍ତୁତ ହୁଏ଼]

୩. ଲବଙ୍ଗ, ଜୀରା, ଜୁଆଣି ଓ ହରିଡ଼ାର ଚୂର୍ଣ୍ଣରେ ପ୍ରସ୍ତୁତ ପାଚକ, ଭେଦକ ଓ ଶୂଳନିବାରକ ଔଷଧବିଶେଷ — ୩. A medicinal preparation consisting of powdered clove , cumin, ptychotis and myrobalan.