ଚଉସରି
ଦେଖଣା
ଚଉସରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚଉସରା, ଚଉସରିଆ—ଅନ୍ୟରୂପ
ଦେଶଜ - ବି—(ସଂସ୍କୃତ - ଚତୁଃସର)
[ସମ୍ପାଦନା]ଚାରିସରିଆ ହାର; ଚଉଲରୀ ହାର —Four—striuged necklace.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚାରିକେରିଆ (ହାର); ଚାରିସୋରା— ବିଶିଷ୍ଟ —୧. (necklace) Consisting of ୪ strings; four-stringed.
- ୨. ଚତୁରସ୍ର; ଚତୁଷ୍କୋଣବିଶିଷ୍ଟ —୨. Quadrangular.