ଚଉସରି

ଉଇକିଅଭିଧାନ‌ରୁ

ଚଉସରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଚଉସରା, ଚଉସରିଆ—ଅନ୍ୟରୂପ

ଦେଶଜ - ବି—(ସଂସ୍କୃତ - ଚତୁଃସର)[ସମ୍ପାଦନା]

ଚାରିସରିଆ ହାର; ଚଉଲରୀ ହାର —Four—striuged necklace.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଚାରିକେରିଆ (ହାର); ଚାରିସୋରା— ବିଶିଷ୍ଟ —୧. (necklace) Consisting of ୪ strings; four-stringed.
୨. ଚତୁରସ୍ର; ଚତୁଷ୍କୋଣବିଶିଷ୍ଟ —୨. Quadrangular.