ଚକ

ଉଇକିଅଭିଧାନ‌ରୁ

ଚକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର, ପ୍ରାକୃତ.. ଚକ୍କ)[ସମ୍ପାଦନା]

୧. ଶକଟ ପ୍ରଭୃତିର ଚକ୍ର — ୧. Wheel.

ଚକେ ଗଲେ ବାରହାତ—ତଗ

[ ଦ୍ର—ଶଗଡ଼ ଚକର ଭିନ୍ନ ଭିନ୍ନ ଅଂଶର ନାମ—ଯଥା— ପହି, ପୁଟି, ଅର, ନାହିଆ, ସନ୍ଧିଆ, ପଚରା, ପିଚିକିଳା, ପନ୍ଦାଡୢ, ଜୋକିଆ, ଝାମ ଓ ବଳା]

ଅନୁବାଦ[ସମ୍ପାଦନା]

୨. ଏକତ୍ରାବସ୍ଥିତ ବହୁ କ୍ଷେତ୍ରର ସମଷ୍ଟି — ୨. A compact and large block of land.

ସେ ଛମାଣ ଆଠଗୁଣ୍ଡ ଚକକୁ ହଳ ଯିବ ତ?—ଫକୀରମୋହନ. ଛମାଣଆଠଗୁଣ୍ଠ

୩. ମୌଜା ମଧ୍ୟସ୍ଥ ଏକଶ୍ରେଣୀର ଭୂମି — ୩. One class or lot of land in a village.
୪. ବେଦୀ ମଧ୍ୟସ୍ଥ ବରକନ୍ୟାଙ୍କ ଆସନ —୪. The palce occupied by the couple on the marriage altar.
୫. ଚାରିକୋଣିଆ ଭୂମି —୫. A square plot of land.
୬. ଚାରିପାଖରେ କୋଠ ଥିବା ଅଗଣା — ୬. A square courtyard.
୭. ବଜାର; ହାଟସ୍ଥାନ —୭. Marketplace.
୮. ଜମିଦାରିର ଅଂଶ —୮. Part of an estate.
୯. ନଗର ମଧ୍ୟସ୍ଥ ଚତୁଷ୍କୋଣ ସ୍ଥାନ — ୯. A square in a town.
୧. କୁମ୍ଭାର ଯେଉଁ ଚକ୍ରକୁ ବୁଲାଇ ହାଣ୍ଡି ଆଦି ଗଢ଼େ — ୧୦. Potter's wheel.