ଚକଡ଼ା
ଦେଖଣା
ଚକଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚକଡ଼ା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର)
[ସମ୍ପାଦନା]- ୧. ବିସ୍ତୁତ ଭୂଖଣ୍ଡ — ୧. A wide expanse of land.
- ୨. ଅଞ୍ଚଳ —୨. A tract of the country; locality.
ଅନୁବାଦ
[ସମ୍ପାଦନା]- ୩. ଖାନାବାଡ଼; ବାସ୍ତୁ, ଦେବାଳୟଆଦିର ସୀମା — ୩. The boundary and premises of a temple (exclosed within a compound); homestead.
- ୪. ଚକଲା (ଦେଖ) - —୪. Chakalā (See)
- ୫. ରଥଚକ୍ରମାନଙ୍କଦ୍ୱାରା ଅଧିକୁତ ସ୍ଥାନ —୫. The space] occupied by the wheels of a car.
- ୬. ଚକ୍ରାକୃତ ସ୍ଥାନ —୬. A circular place.
- ୭. ଚକ୍ରାକୃତ ବଡ଼ ଖଣ୍ଡ —୭. A big circular bit.