ଚକରେ ଗଢ଼ିବା

ଉଇକିଅଭିଧାନ‌ରୁ

ଚକରେ ଗଢ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(କୁମ୍ଭାର ଚକଦ୍ୱାରା ହାଣ୍ଡି ଆଦି ଗଢ଼ିବା ଅର୍ଥରୁ)[ସମ୍ପାଦନା]

(ଲକ୍ଷଣାର୍ଥ) ନ ଥିବା ପଦାର୍ଥକୁ ଉତ୍ପାଦନ କରିବା — (figurative) To bring a thing in to existence.

ଚକରେ ବର ଗଢ଼ିବା ନାଁ, ସରଗରୁ ତୋଳି ଆଣିବ— କୁନ୍ତଳାକୁମାରୀ. ନଅତୁଣ୍ଡୀ.